ବିଶେଷ ଖବର ଏବେ ଯଦି କେହି ଆପଣଙ୍କୁ ‘ମିଷ୍ଟର ୪୨୦’ ଡାକନ୍ତି ତେବେ ଖରାପ ଭାବନ୍ତୁ ନାହିଁ, ଆଇନ ବଦଳୁଛି ନୂଆଦିଲ୍ଲୀ: ଶତାବ୍ଦୀ ଧରି ‘୪୨୦’କୁ ଏକ ପ୍ରହେଳିକା ଭାବେ ବ୍ୟବହାର କରାଯାଉଛି। ଯେତେବେଳେ ବି କେହି ଠକେଇ କରନ୍ତି ଏହାକୁ ୪୨୦ କୁହାଯାଏ। ଏହି ଶବ୍ଦଟି ସାଧାରଣ…