ଆଜିର ଖବର ଏସିଆନ୍ ଗେମ୍ସରେ ଜଲୱା ଦେଖାଇବେ ଭାରତୀୟ ପୁରୁଷ ଏବଂ ମହିଳା କ୍ରିକେଟ୍ ଦଳ, ଜାଣନ୍ତୁ କିପରି ଦେଖିବେ ଲାଇଭ୍ ନୂଆଦିଲ୍ଲୀ: ଚାଇନାର ହାଙ୍ଗଜୋରେ ଏସିଆନ୍ ଗେମ୍ସ-୨୦୨୩ ଖେଳାଯିବ, ଯେଉଁଥିରେ ଭାରତୀୟ ପୁରୁଷ ଏବଂ ମହିଳା କ୍ରିକେଟ୍ ଦଳର ଜଲୱା ଦେଖିବାକୁ ମିଳିବ। ଏଥିରେ ଟି -୨୦ ଫର୍ମାଟରେ…