ଭାରତୀୟ ବାୟୁ ସେନା

ନୂଆଦିଲ୍ଲୀ: ଭାରତକୁ ଏକ ମାସ ଭିତରେ ଫ୍ରାନ୍ସରୁ ଆଉ ୧୦ ଟି ରାଫେଲ ବିମାନ ମିଳିବ। ଏହା ଦ୍ଵାରା ଭାରତୀୟ ବାୟୁ ସେନାର ଶକ୍ତି ଆହୁରି ବଢିବ।…