ଆଜିର ଖବର ଉତ୍କଳ ବିଶ୍ୱବିଦ୍ୟାଳୟରେ ଭାରତୀୟ ଭାଷା ଇକୋସିଷ୍ଟମ ଉପରେ ଦୁଇ ଦିନିଆ କର୍ମଶାଳା ଭୁବନେଶ୍ୱର: ଭାରତୀୟ ଭାଷାଗୁଡ଼ିକୁ ସୁଦୃଢ଼ କରିବାରେ ଅନୁବାଦର ଗୁରୁତ୍ୱ ରହିଛି। ଅନୁବାଦର ବର୍ଦ୍ଧିତ ଚାହିଦା ପାଇଁ ଗୁଣବତ୍ତା, ପରିମାଣ ଏବଂ ଗତି ପ୍ରତି ଧ୍ୟାନ ଦେବା ଆବଶ୍ୟକ…