ଅନ୍ତରାଷ୍ଟ୍ରୀୟ ଜାଣିଛନ୍ତି କି? ଭାରତ-ଆମେରିକା ଦ୍ୱିପାକ୍ଷିକ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଣ କହିଲେ ନୂଆଦିଲ୍ଲୀ: ଆଜି ଆମେରିକାରେ ଭାରତ ଓ ଆମେରିକା ମଧ୍ୟରେ ଦ୍ବିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇ ଉଦଘାଟନ ଉଦବୋଧନ ଦେଇଛନ୍ତି।…