ଅନ୍ତରାଷ୍ଟ୍ରୀୟ ପୂର୍ବ ଲଦାଖର ଗୋଗ୍ରା ଅଞ୍ଚଳରୁ ନିଜ ନିଜର ସୈନ୍ୟ ପ୍ରତ୍ୟାହାର କଲେ ଭାରତ ଏବଂ ଚୀନ୍ ନୂଆଦିଲ୍ଲୀ, ପୂର୍ବ ଲଦାଖର ଗୋଗ୍ରା ଅଞ୍ଚଳରେ ଭାରତ ଏବଂ ଚୀନ୍ ନିଜର ସୈନ୍ୟ ବାହିନୀ ପ୍ରତ୍ୟାହାର କରିଛନ୍ତି। ଉଭୟ ଦେଶର କର୍ପସ କମାଣ୍ଡରଙ୍କ ମଧ୍ୟରେ ଦ୍ୱାଦଶ ରାଉଣ୍ଡ…