ଆଜିର ଖବର ବନାସକାଣ୍ଠାରେ ‘ଭାରତ ଗୋ-ପ୍ରଜନନ ଓ ଗବେଷଣା କେନ୍ଦ୍ର’କୁ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୬ ଆଜିଠାରୁ ଗୁଜରାଟ ଗସ୍ତ କରିବେ। ଆଜି ସକାଳ ପ୍ରାୟ ୯ଟା ୩୦ ମିନିଟ୍ ସମୟରେ ପ୍ରଧାନମନ୍ତ୍ରୀ ବନାସକାଣ୍ଠାସ୍ଥିତ ‘ଏମ୍ବ୍ରିଓ ଟ୍ରାନ୍ସଫର୍…