ଅନ୍ତରାଷ୍ଟ୍ରୀୟ ଦ୍ୱିତୀୟ ଦିନିକିଆରେ ଭାରତ ପରାସ୍ତ: ଦକ୍ଷିଣ ଆଫ୍ରିକା କବ୍ଜା କଲା ସିରିଜ ନୂଆଦିଲ୍ଲୀ: ପାର୍ଲର ବୋଲାଣ୍ଡ ପାର୍କରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ଦକ୍ଷିଣ ଆଫ୍ରିକା ସାତୋଟି ୱିକେଟ୍ ରେ ଭାରତକୁ ପରାସ୍ତ କରିଛି। ଏହା ସହିତ ଆୟୋଜକ ଦଳ ମଧ୍ୟ…