ଆଜିର ଖବର କୋଭାକ୍ସିନ ଟୀକାକୁ ନେଇ ଗଣମାଧ୍ୟମ ରିପୋର୍ଟରେ କରାଯାଇଥିବା ଦାବି ସମ୍ପୂର୍ଣ୍ଣ ମିଥ୍ୟା ଓ ଭ୍ରମାତ୍ମକ: କେନ୍ଦ୍ର ନୂଆଦିଲ୍ଲୀ: ଗଣମାଧ୍ୟମରେ କିଛି ଏପରି ଖବର ପ୍ରକାଶ ପାଇଛି, ଯେଉଁଥିରେ ଦାବି କରାଯାଉଛି ଯେ, ସ୍ବଦେଶୀ କୋଭିଡ୍-୧୯ ଟୀକା – କୋଭାକ୍ସିନର ନିର୍ମାତା ଭାରତ ବାୟୋଟେକ୍ ରାଜନୈତିକ…