ଆଜିର ଖବର ସାରା ଦେଶରେ ଲକଡାଉନ ଲାଗୁ କରିବା ପାଇଁ କେନ୍ଦ୍ରକୁ ପରାମର୍ଶ ଦେଲେ ରାହୁଳ ଗାନ୍ଧୀ ନୂଆଦିଲ୍ଲୀ, ବର୍ତ୍ତମାନ ଦେଶରେ କରୋନା ପରିସ୍ଥିତି ଯେପରି ହେବାରେ ଲାଗିଛି ଏଥିପାଇଁ କେବଳ ସଂପୂର୍ଣ୍ଣ ଲକଡାଉନର ଆବଶ୍ୟକତା ରହିଛି। ଏହା କହିଛନ୍ତି କଂଗ୍ରେସ ନେତା ରାହୁଳ ଗାନ୍ଧୀ।…