ଆଜିର ଖବର ଭାରତରେ ତୃତୀୟ ତରଙ୍ଗର ଭୟ?: ଓମିକ୍ରୋନକୁ ନେଇ ହୁ’ ର ବରିଷ୍ଠ ଅଧିକାରୀଙ୍କ ଏଭଳି ପ୍ରତିକ୍ରିୟା ନୂଆଦିଲ୍ଲୀ: ଦେଶରେ କରୋନାଭାଇରସ୍ ର ଏକ ନୂତନ ଭାରିଆଣ୍ଟ ‘ଓମିକ୍ରନ୍’ ପ୍ରବେଶ ପରେ ତୃତୀୟ ତରଙ୍ଗର ଭୟ ଆହୁରି ବଢିବାରେ ଲାଗିଛି। “ଅତ୍ୟଧିକ ସଂକ୍ରାମକ” ବୋଲି ବିଶ୍ବାସ…