ଆଜିର ଖବର ଭାଲୁକୁଣୀ ଭସାଣରେ ଅଘଟଣ: ଝିଅଙ୍କ ଉପରେ ଖସିପଡ଼ିଲା ଡିଜେ ସାଉଣ୍ଡ ବକ୍ସ, ୭ ଗୁରୁତର ଯାଜପୁର: ଭାଲୁକୁଣୀ ଓଷା ପର୍ବର ମୂର୍ତ୍ତି ବିସର୍ଜନ/ଭସାଣ ଶୋଭାଯାତ୍ରା ସମୟରେ ଯାଜପୁରରେ ଏକ ଅଭାବନୀୟ ଦୁର୍ଘଟଣା ଘଟିଯାଇଛି। ଡିଜେ ଗାଡ଼ିରୁ ସାଉଣ୍ଡ ବକ୍ସ ଖସିପଡ଼ିବାରୁ ୭ ଜଣ…