Diwali2021 ପାଖେଇଲା ଦୀପାବଳି: ଘର ସଜାଇବା ପାଇଁ ଏହି ତିନୋଟି ଜିନିଷ ଉପରେ ନିଶ୍ଚିତ ଦିଅନ୍ତୁ ଧ୍ୟାନ ଭୁବନେଶ୍ବର: ଦୀପାବଳିରେ ପୂଜାପୂଜି ସହିତ ଘର ସଜାଇବା ମଧ୍ୟ ଏକ ମହତପୂର୍ଣ୍ଣ କାର୍ୟ୍ୟ। ସମସ୍ତେ ନିଜ ଘରକୁ ସୁନ୍ଦର କରିବା ପାଇଁ ଏହି ସମୟରେ ବିଭିନ୍ନ ସାଜସଜ୍ଜା…