ଆଜିର ଖବର ଜାପାନ କରିବାକୁ ଯାଉଛି ଆଉ ଏକ କୀର୍ତ୍ତିମାନ: ସମୁଦ୍ରରେ ତିଆରି କରୁଛି ଏକ ଚମତ୍କାର ଭାସମାନ ସହର ନୂଆଦିଲ୍ଲୀ: ଟେକ୍ନୋଲୋଜି ମଣିଷର ଜୀବନଶୈଳୀରେ ପରିବର୍ତ୍ତନ ଆଣିଛି। ଦୁନିଆକୁ ଦ୍ରୁତଗତିରେ ବଦଳାଉଥିବା ପଛରେ ଟେକ୍ନୋଲୋଜି ଅଛି। ଯେଉଁ ବ୍ୟକ୍ତି ଏକଦା ସମୁଦ୍ରରେ ଡଙ୍ଗା ନିର୍ମାଣ ପାଇଁ ସଂଘର୍ଷ…