ଆଜିର ଖବର ଶ୍ରୀମନ୍ଦିର ଭିତର ଭିଡିଓ ପ୍ରଘଟକୁ ନେଇ ପ୍ରତିକ୍ରିୟା ରଖିଲେ ଏସପି ପୁରୀ: ପୁରୀ ଶ୍ରୀମନ୍ଦିର ଭିତରେ ବାରମ୍ବାର ଭିଡ଼ିଓ ଭାଇରାଲ ଘଟଣାକୁ ପୋଲିସ ପକ୍ଷରୁ ଗୁରୁତର ସହ ନିଆଯାଇଅଛି। ଏହି ସମ୍ବେଦନଶୀଳ ଘଟଣାକୁ ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତା…