ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଚାଷୀମାନଙ୍କୁ ବାଜରା ଉତ୍ପାଦନ କରିବାକୁ ଓ ବିଶ୍ୱରୁ କ୍ଷୁଧାକୁ ଦୂରେଇବାରେ ସାହାଯ୍ୟ କରିବା ପାଇଁ ଗାୟକ ଫାଲୁଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀଙ୍କ ସହ ଲିଖିତ ଏବଂ ପରିବେଷିତ ଗୀତ ‘ଆବ୍ୟୁଣ୍ଡାନ୍ସ ଇନ ମିଲେଟ୍ସ’ର ଭିଡିଓ ସ୍କ୍ରିନିଂକୁ ସ୍ୱାଗତ କରିଛନ୍ତି।
The video for our single "Abundance in Millets" is out now. A song written and performed with honorable Prime Minister @narendramodi to help farmers grow millets and help end world hunger. @UN declared this year as The International Year of Millets! pic.twitter.com/wKXThL2R5Z
— Falu (@FaluMusic) June 28, 2023
ପ୍ରଧାନମନ୍ତ୍ରୀ ଟ୍ୱିଟରେ କହିଛନ୍ତି ଯେ, “ଖୁବ ସୃଜନାତ୍ମକ ଓ ସୁସ୍ଥ ଜୀବନ ପାଇଁ ବାଜରାକୁ ଆପଣାଇବାରେ ଅଧିକ ଲୋକଙ୍କୁ ପ୍ରେରିତ କରିବ।”