ଆଜିର ଖବର ମା’ ଭଗବତୀଙ୍କ ମନ୍ଦିର ଭିତର ହୁଣ୍ଡିରୁ ମିଳିଲା ଲକ୍ଷାଧିକ ଟଙ୍କା ଓ ରୂପାର ଗହଣା ବାଣପୁର: ମା’ ଭଗବତୀଙ୍କ ମନ୍ଦିରର ଭିତର ହୁଣ୍ଡି ଖୋଲାଯାଇଛି। ବାହାର ହୁଣ୍ଡି ଖୋଲିବାର କିଛିଦିନ ବ୍ୟବଧାନରେ ପରିଚାଳନା କମିଟିର ସଭାପତି ସ୍ଥାନୀୟ ତହସିଲ୍ ଦାର ହରପ୍ରିୟା ମଲ୍ଲିକ…