ଆଜିର ଖବର କେରଳରେ ନିପା ଭାଇରସର ୭ ଟି ମାମଲା, ସମ୍ପର୍କରେ ଆସିଥିବା ୭୦୦ ଜଣଙ୍କ ମଧ୍ୟରୁ ଉଚ୍ଚ ବିପଦ ବର୍ଗରେ ୭୭ ନୂଆଦିଲ୍ଲୀ: ବୁଧବାର ଦିନ କେରଳରେ ଆଉ ଜଣେ ନିପା ସଂକ୍ରମିତ ରୋଗୀ ଆସିବା ପରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢିବାରେ ଲାଗିଛି। ଏହା ସହ ରାଜ୍ୟରେ…