ଆଜିର ଖବର ଭୀନିଲ କ୍ରିଷ୍ଣା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ OSD ନିଯୁକ୍ତ, କୋଭିଡ ପରିଚାଳନା ଦାୟିତ୍ବରେ ରହିବେ ଭୁବନେଶ୍ବର,ଭୀନିଲ କ୍ରିଷ୍ଣାଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଫିସର ଅନ ସ୍ପେଶାଲ ଡ୍ୟୁଟି OSD ଭାବେ ନିଯୁକ୍ତି ଦିଆଯାଇଛି। ସେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ରହି କୋଭିଡ ପରିଚାଳନା କଥା ବୁଝିବେ।…