ଆଞ୍ଚଳିକ ଅଗ୍ନିବିପନ୍ନଙ୍କୁ ସହାୟତାର ହାତ ବଢାଇଲା ଭୀମପୁର କ୍ରୀଡା ସଂଘ ସୀତାରାମ ଅଗ୍ରଓ୍ବାଲ ବାଣପୁର: ଗାଲୁଆ ପଞ୍ଚାୟତ ଅନ୍ତର୍ଗତ ଭୀମପୁରର ଅଗ୍ନି ବିପନ୍ନଙ୍କୁ ସହାୟତାର ହାତ ବଢାଇଛି ଭୀମପୁର କ୍ରୀଡା ସଂଘ(ବିଏସ୍ଏ)। ଅଗ୍ନି ବିପନ୍ନ ପରିବାରକୁ ଭୀମପୁର କ୍ରୀଡା ସଂଘ…