ଆଞ୍ଚଳିକ ଭୀମ ଭୋଇ କଲେଜରେ ରକ୍ତଦାନ ଶିବିର: ୨୫ ୟୁନିଟ୍ ରକ୍ତ ସଂଗ୍ରହ ରେଢାଖୋଲ (କନ୍ଦର୍ପ ବେହେରା): ଭୀମ ଭୋଇ ମହାବିଦ୍ୟାଳୟ, ରେଢ଼ାଖୋଲରେ ଏକ ସ୍ବେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି। ମହାବିଦ୍ୟାଳୟର ଯୁବ ରେଡକ୍ରସ୍ , ଏନ.…