ଆଜିର ଖବର ଇସ୍ତଫା ଦେଲେ ୟୁପି ସରକାରର ପଞ୍ଚାୟତିରାଜ ମନ୍ତ୍ରୀ ଭୁପେନ୍ଦ୍ର ଚୌଧୁରୀ ଲକ୍ଷ୍ନୌ: ଆଜି ଉତ୍ତରପ୍ରଦେଶ ସରକାରର ପଞ୍ଚାୟତିରାଜ ମନ୍ତ୍ରୀ ଭୁପେନ୍ଦ୍ର ଚୌଧୁରୀ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଚୌଧୁରୀ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିକଟକୁ…