ଭୁବନେଶ୍ବରର ମହିଳା ମେୟର

ଭୁବନେଶ୍ବର: ପ୍ରଥମ ଥର ପାଇଁ ଭୁବନେଶ୍ବରର ମହିଳା ମେୟର ଭାବେ ନିର୍ବାଚିତ ହୋଇଛନ୍ତି ସୁଲୋଚନା ଦାସ। ଆସନ୍ତା ନଅ ତାରିଖରେ ସେ ଶପଥ ନେବାର ସମ୍ଭାବନା ରହିଛି।…