ଆଜିର ଖବର ଭୁବନେଶ୍ବର ଏମସ୍ ରେ 108 ଟି ପଦବୀ ପାଇଁ ନିଯୁକ୍ତି ସୁଯୋଗ, ତିରିଶ ଦିନ ମଧ୍ୟରେ ଆବେଦନ କରନ୍ତୁ ଭୁବନେଶ୍ବର, ଭୁବନେଶ୍ବରସ୍ଥିତ ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନ ବା ଏମସ୍ ରେ 108 ଟି ପଦବୀରେ ନିଯୁକ୍ତି ପାଇଁ ଦରଖାସ୍ତ ଆହ୍ବାନ କରାଯାଇଛି। ଏନେଇ ଆଜି ଏମସ…