ଆଜିର ଖବର ଭରତପୁର ଥାନା ଘଟଣାର ପଡିଲା ବଡ ପ୍ରଭାବ, ବଦଳିଲେ ଭୁବନେଶ୍ବର କମିଶନର ଓ ଡିସିପି ଭୁବନେଶ୍ବର: ଭରତପୁର ଥାନା ଘଟଣାର ବଡ ପ୍ରଭାବ ଆଜି ପରିଲକ୍ଷିତ ହୋଇଛି। ଏହି ଥାନାରେ ଜଣେ ମହିଳାଙ୍କୁ ନିର୍ଯ୍ୟାତନା ଅଭିଯୋଗ ଆସିବା ପରେ ପୁରା ପୋଲିସ ବିଭାଗ…