Municipal Election ଭୁବନେଶ୍ବରର ପ୍ରଥମ ମହିଳା ମେୟର ହେବେ ସୁଲୋଚନା ଦାସ, ବିପୁଳ ଭୋଟରେ ହେଲେ ବିଜୟୀ ଭୁବନେଶ୍ବର: ଶେଷରେ ଯାହା ଆକଳନ କରାଯାଉଥିଲା ତାହା ସତ ହେଲା। ଭୁବନେଶ୍ବରରେ ବିଜେଡି ମେୟର ପ୍ରାର୍ଥୀନୀ ସୁଲୋଚନା ଦାସ ବିପୁଳ ଭୋଟରେ ବିଜୟ ଲାଭ କରିଛନ୍ତି। ସେ…