ଆଜିର ଖବର ଲକଡାଉନରେ ଫସିଥିବା ରାଜସ୍ଥାନର 74 ଜଣ ଶ୍ରମିକଙ୍କୁ ଦୁଇଟି ବସରେ ନିଜ ରାଜ୍ୟକୁ ପଠାଇଲା ଶ୍ରମ ବିଭାଗ ଭୁବନେଶ୍ବର, ଓଡିଶାରେ ବିଭିନ୍ନ ସ୍ଥାନରେ ଫସିରହିଥିବା ବାହାର ରାଜ୍ୟର ଶ୍ରମିକମାନଙ୍କୁ ଉଦ୍ଧାର କାର୍ଯ୍ୟ କରାଯାଉଛି। ସେମାନଙ୍କୁ ରାଜ୍ୟ ଶ୍ରମ ବିଭାଗର ଅଧିକାରୀମାନେ ଉଦ୍ଧାର କରି ନିଜ ରାଜ୍ୟକୁ…