ଆଜିର ଖବର ଭୁବନେଶ୍ଵରର ଜଣେ ଶିକ୍ଷକ କରୋନାରେ ସଂକ୍ରମିତ: ଲକ୍ଷଣ ଦେଖାଗଲେ ଛାତ୍ରଛାତ୍ରୀଙ୍କୁ କରାଯିବ ପରୀକ୍ଷା ଭୁବନେଶ୍ବର: ଭୁବନେଶ୍ଵରର ଏକ ସ୍କୁଲରେ ଜଣେ ଶିକ୍ଷକ କରୋନାରେ ସଂକ୍ରମିତ ହୋଇଛନ୍ତି। ଶିକ୍ଷକ ଜଣଙ୍କ ସ୍କୁଲରେ ପାଠ ପଢାଇବା ସହ ଛାତ୍ରଛାତ୍ରୀଙ୍କ ସଂସ୍ପର୍ଶରେ ଆସିଛନ୍ତି। ସେଥିପାଇଁ ସେହି…