ଆଜିର ଖବର ଭୁବନେଶ୍ଵର କୋର୍ଟ ସମେତ ବହୁ ଗୁରୁତ୍ୱପୂର୍ଣ୍ଣ ଅଫିସକୁ ସିଲ୍ କଲା ବିଏମସି ଭୁବନେଶ୍ବର: ଭୁବନେଶ୍ଵର କୋର୍ଟ ସମେତ ବହୁ ଗୁରତ୍ଵପୂର୍ଣ୍ଣ ଅଫିସକୁ ବିଏମସି ସିଲ୍ କରିଛି। ଭୁବନେଶ୍ଵର କୋର୍ଟ ସମେତ ଉପଜିଲ୍ଲାପାଳ ଅଫିସ, ତହସିଲ ଅଫିସ ଏବଂ ସବ ରେଜିଷ୍ଟର…