ଆଜିର ଖବର ମନ୍ଦିର ଦର୍ଶନ: ପନ୍ଦର ହଜାର କେଜି ସୁନାରେ ଝଟକୁଛି ମା ଲକ୍ଷ୍ମୀଙ୍କ ମନ୍ଦିର, ଶ୍ରୀଚକ୍ର ଆକୃତିରେ ହୋଇଛି ନିର୍ମାଣ ଚେନ୍ନାଇ, ତାମିଲନାଡୁର ଭେଲରୋରେ ରହିଛି ଏକ ଆଶ୍ଚର୍ଯ୍ୟ ମନ୍ଦିର। ଯାହାକୁ ଯେ କେହି ଦେଖୁଛି ସେ ଆଶ୍ଚର୍ଯ୍ୟ ହୋଇଯାଉଛି। ଏହି ମନ୍ଦିରର ନାମ ହେଉଛି ଶ୍ରୀପୁରମ ସ୍ବର୍ଣ୍ଣ ମନ୍ଦିର।…