ଆଜିର ଖବର ଭୋଟ ଗ୍ରହଣ ଦିନ ଲୋକସଭା ପ୍ରାର୍ଥୀଙ୍କର ହେଲା ଦେହାନ୍ତ, କଣ ହେବ ସେଠାକାର ନିର୍ବାଚନ ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ମୋରାଦାବାଦ ଲୋକସଭା ଆସନରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ତାହା ହେଲା ଭୋଟ ଗ୍ରହଣ ସରିବା ପରେ ବିଜେପିର ଲୋକସଭା ପ୍ରାର୍ଥୀଙ୍କର ପରଲୋକ…