ଆଜିର ଖବର ଇଭିଏମ ତ୍ରୁଟି ଉପରେ ଅଭିଯୋଗ କଲେ ଦୀପାଳି ଦାସ, ତାଙ୍କ ଗାଁରେ ବିଜେପି ଆଗୁଆ ନେଇ ସନ୍ଦେହ ଝାରସୁଗୁଡା: ନିର୍ବାଚନ ଶେଷ ହୋଇଯାଇଥିଲେ ମଧ୍ୟ ଶେଷ ହୋଇ ନାହିଁ ବିବାଦ। ବର୍ତ୍ତମାନ ଇଭିଏମ ବିବାଦ ନେଇ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି ଦୀପାଳି ଦାସ।…