ଆଜିର ଖବର ଆମକୁ ‘ସ୍ୱଳ୍ପ ଅବଧି’ରେ କଠିନ ଯୁଦ୍ଧ ପାଇଁ ପ୍ରସ୍ତୁତ ହେବାକୁ ପଡିବ: ବାୟୁସେନା ମୁଖ୍ୟ ନୂଆଦିଲ୍ଲୀ: ବର୍ତ୍ତମାନର ଭୌଗଳିକ-ରାଜନୈତିକ ପରିସ୍ଥିତିକୁ ଦେଖି ଭାରତୀୟ ବାୟୁସେନାକୁ ଅଳ୍ପ ସମୟ ମଧ୍ୟରେ କଠିନ ଯୁଦ୍ଧ ପାଇଁ ପ୍ରସ୍ତୁତ ହେବା ଆବଶ୍ୟକ। ବାୟୁସେନା ମୁଖ୍ୟ ଗୁରୁବାର ଦିନ…