ଅନ୍ତରାଷ୍ଟ୍ରୀୟ ଜିମ୍ବାୱେର ଐତିହାସିକ ବିଜୟ, ବିଦେଶରେ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆକୁ ପରାସ୍ତ କଲା ଭ୍ରମଣକାରୀ ଦଳ ନୂଆଦିଲ୍ଲୀ: ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଶେଷ ମ୍ୟାଚରେ ଅଷ୍ଟ୍ରେଲିଆ ବିପକ୍ଷରେ ଜିମ୍ବାୱେ ଏକ ଐତିହାସିକ ବିଜୟ ପଞ୍ଜିକରଣ କରିଛି। ଜିମ୍ବାୱେ ଟାଉନ୍ସଭିଲର ରିଭରୱେ ଷ୍ଟାଡିୟମରେ…