ଜାତୀୟ ଖବର ଋଷିଆର ରାଷ୍ଟ୍ରପତି ଭାବେ ପୁନଃ ନିର୍ବାଚିତ ହୋଇଥିବାରୁ ଭ୍ଲାଦିମିର୍ ପୁଟିନ୍ ଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା ନୂଆଦିଲ୍ଲୀ: ରୁଷିଆର ରାଷ୍ଟ୍ରପତି ଭାବରେ ପୁ୍ଣି ଥରେ ନିର୍ବାଚିତ ହୋଇଥିବାରୁ ଭ୍ଲାଦିମିର୍ ପୁଟିନ୍ ଙ୍କୁ ପ୍ରଧାନମନ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ଆଗାମୀ ବର୍ଷମାନଙ୍କରେ ଭାରତ ଓ…