ଅନ୍ତରାଷ୍ଟ୍ରୀୟ ସଂକ୍ରମଣକୁ ରୋକିବାରେ ଟୀକାର ପ୍ରଭାବ କମ ରହିବ!: କୋଭିଶିଲ୍ଡର ବ୍ୟବଧାନ ଅବଧିକୁ ହ୍ରାସ କଲା ବ୍ରିଟେନ ନୂଆଦିଲ୍ଲୀ: ବ୍ରିଟେନରେ କରୋନା ସଂକ୍ରମଣ ରୋକିବା ପାଇଁ ଟୀକାକରଣ ଜାରି ରହିଛି। ହେଲେ ଭୂତାଣୁ ବି୧.୬୧୭.୨ ଭ୍ୟାରିଏଣ୍ଟକୁ ରୋକିବା ପାଇଁ ଏହି ଟୀକାର ପ୍ରଭାବ କମ ରହିପାରେ।…