Municipal Election ବିଏମସିର ଡେପୁଟି ମେୟର ହେବେ ଆଉ ଜଣେ ମହିଳା, ଜାଣନ୍ତୁ ସେ କିଏ ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମର ଡେପୁଟି ମେୟର ହେବେ ଆଉ ଜଣେ ମହିଳା। ମେୟର ଜଣେ ମହିଳା ହୋଇଥିବା ବେଳେ ଡେପୁଟି ମେୟର ଜଣେ ପୁରୁଷ ହେବେ…