ମଙ୍ଗଳବାର ଯାତ୍ରା

ବ୍ରହ୍ମପୁର: ଚୈତ୍ର ପର୍ବର ପ୍ରଥମ ମଙ୍ଗଳବାର ଯାତ୍ରାରେ ଆଜି ଦକ୍ଷିଣ ଓଡ଼ିଶା ତଥା ଗଞ୍ଜାମ ଜିଲ୍ଲାର ଇଷ୍ଟଦେବୀ ମା’ ତାରା ତାରିଣୀଙ୍କ ପୀଠରେ ଲକ୍ଷାଧିକ ଭକ୍ତ ସମାଗମ…