ମଙ୍ଗଳାଯୋଡି ଜରାଶ୍ରମ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅଧିନସ୍ଥ ମଙ୍ଗଳାଯୋଡି ଜରାଶ୍ରମରେ ୪୦ ଜଣ ଅନ୍ତେବାସୀଙ୍କୁ ଶୀତରୁ ରକ୍ଷା ପାଇବା ପାଇଁ କମ୍ବଳ ବଣ୍ଟନ କରାଯାଇଥିବା ଜଣାପଡିଛି।  କନ୍ଧନୟାଗଡସ୍ଥିତ…