ଆଞ୍ଚଳିକ ମଣିଜଙ୍ଗା ବଜାରରେ ଅଜଣା ମାନସିକ ବିକୃତ ବ୍ୟକ୍ତିଙ୍କୁ ସହାୟ ହେଲେ ଔଷଧ ଦୋକାନୀମାନେ ରମେଶ ମହାନ୍ତି ଜଗତସିଂହପୁର: ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ ମଣିଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ମୁଖ୍ୟ ଗେଟ୍ ନିକଟସ୍ଥ କଟକ-ପାରାଦ୍ବୀପ ମୁଖ୍ୟ ରାସ୍ତା କଡରେ ଉଲଗ୍ନ ହୋଇ ବସିଥିବା ଜଣେ…