ମଣିନାଗ ପାହାଡ

ନୟାଗଡ/ରଣପୁର: ନୟାଗଡ ଜିଲ୍ଲା ରଣପୁରରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ମଣିନାଗ ପାହାଡରୁ ଗୋଟିଏ କାର୍ ଖସିପଡିଛି। ପ୍ରାୟ ୫୦୦ ଫୁଟ ତଳକୁ କାର୍ ଟି ଖସିପଡିଛି।…