ବିଶେଷ ଖବର ବଦଳିଲା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା: ଇମ୍ଫାଲ ପରିବର୍ତ୍ତେ ଥୋବୁଲରୁ ଆରମ୍ଭ ହେବ ଯାତ୍ରା ନୂଆଦିଲ୍ଲୀ: ମଣିପୁରର ରାଜଧାନୀ ଇମ୍ଫାଲ ପରିବର୍ତ୍ତେ ୩୪ କିଲୋମିଟର ଦୂର ଥୋବୁଲରୁ କଂଗ୍ରେସର ନ୍ୟାୟଯାତ୍ରା ଆରମ୍ଭ ହେବ। ରାଜ୍ୟ ସରକାରଙ୍କ ସର୍ତ୍ତାବଳୀକୁ ଦୃଷ୍ଟିରେ ରଖି କଂଗ୍ରେସ ଦଳ…