ଆଜିର ଖବର ବିରଜାଇ ମଣ୍ଡଳ ତରଫରୁ ମଣ୍ଡଳସ୍ତରୀୟ ସାଙ୍ଗଠନିକ କର୍ମଶାଳା ଅନୁଷ୍ଠିତ ସୀତାରାମ ଅଗ୍ରଓ୍ବାଲ ବାଣପୁର : ବିରଜାଇ ମଣ୍ଡଳ ତରଫରୁ ମଣ୍ଡଳସ୍ତରୀୟ ସାଙ୍ଗଠନିକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ଭେଟେଶ୍ବର, ଦାମିଆ, ତୁମୁରାପୁଟ, ନିଳାଦ୍ରୀ, ଭବାନୀପୁରର ପଞ୍ଚାୟତର …