ବିଶେଷ ଖବର ‘କମଣ୍ଡଳ ପରେ ପୁଣି ଫେରିଲା ମଣ୍ଡଳ ରାଜନୀତି’: ଓବିସିଙ୍କ ପାଇଁ ୩୦% ସଂରକ୍ଷଣ କଲା ବିଜେପି; ଅନ୍ୟ ଦଳର ପ୍ରସ୍ତୁତି କ’ଣ? ନୂଆଦିଲ୍ଲୀ: ୧୯୯୦ ମସିହା ଅଗଷ୍ଟ ୭ ତାରିଖରେ ପ୍ରଧାନମନ୍ତ୍ରୀ ଭିପି ସିଂହଙ୍କ ସରକାର ସାରା ଦେଶରେ ପଛୁଆ ବର୍ଗଙ୍କ ପାଇଁ ୨୭% ସଂରକ୍ଷଣ ଘୋଷଣା କରିଥିଲେ। ତତ୍କାଳୀନ…