ଆଜିର ଖବର ସାଉଦି ଆରବର ପବିତ୍ର ସହର ମଦିନାକୁ ଅଣମୁସଲମାନ ଯାଇପାରିବେ ନାହିଁ କି? ସ୍ମୃତି ଇରାନୀଙ୍କ ଗସ୍ତକୁ ନେଇ ବିବାଦ ନୂଆଦିଲ୍ଲୀ: ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ସ୍ମୃତି ଇରାନୀ ଏବଂ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି ମୁରଲୀଧରନ ଆଜିକାଲି ସାଉଦି ଆରବ ଗସ୍ତରେ ଅଛନ୍ତି। ଉଭୟ ସାଉଦି ଆରବ…