ଆଜିର ଖବର ପେନ୍ସନ୍ ଯୋଜନାରେ ବଡ଼ ପରିବର୍ତ୍ତନ, UPMP ପୋର୍ଟାଲରେ ମାସକ ଭିତରେ ମିଳିବ ଭତ୍ତା ଭୁବନେଶ୍ୱର: ମଧୁବାବୁ ପେନ୍ସନ୍ ଯୋଜନାକୁ ନେଇ ରାଜଧାନୀବାସୀଙ୍କ ପାଇଁ ବଡ଼ ଖବର। ଦୀର୍ଘ ଦୁଇ ବର୍ଷର ଅପେକ୍ଷାର ଅନ୍ତ ଘଟିଛି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ଅଞ୍ଚଳର…