ଆଜିର ଖବର ଓଡିଶାରେ ଜନ୍ମିତ ମଧୁରିମା ତୁଲିଙ୍କ ଆଜି ଜନ୍ମଦିନ: ଟିଭିର ଚନ୍ଦ୍ରକାନ୍ତା ଧାରାବାହିକରେ ହୋଇଥିଲେ ଲୋକପ୍ରିୟ ନୂଆଦିଲ୍ଲୀ: ୧୯ ଅଗଷ୍ଟ ୧୯୮୬ ରେ ଓଡିଶାରେ ଜନ୍ମଗ୍ରହଣ କରିଥିବା ମଧୁରିମା ତୁଲି ନିଜ କାମରେ ଖ୍ୟାତି ଅର୍ଜନ କରିଥିଲେ, କିନ୍ତୁ ନିଜର କାର୍ଯ୍ୟକଳାପରେ ମଧ୍ୟ ଚର୍ଚ୍ଚାରେ…