ଆଜିର ଖବର ଅବସରପ୍ରାପ୍ତ ଆଇଏଏସ ମଧୂସୁଦନ ପାଢୀଙ୍କୁ ରାଜ୍ୟ ନିର୍ବାଚନ କମିଶନର ଭାବେ ନିଯୁକ୍ତି ଭୁବନେଶ୍ବର: ଅବସରପ୍ରାପ୍ତ ଆଇଏଏସ ତଥା ପୂର୍ବତନ ସଂସ୍କୃତି ସଚିବ ମଧୂସୁଦନ ପାଢୀଙ୍କୁ ମିଳିଲା ନୂଆ ଦାୟିତ୍ବ। ତାଙ୍କୁ ଓଡିଶା ରାଜ୍ୟ ନିର୍ବାଚନ କମିଶନର ଭାବେ ନିଯୁକ୍ତି ପ୍ରଦାନ…