ଆଜିର ଖବର ଦୁର୍ନୀତି ସହ ଜଡିତ ମାମଲା: ପଞ୍ଜାବର ପୂର୍ବତନ ଅର୍ଥମନ୍ତ୍ରୀ ମନପ୍ରୀତ ସିଂ ବାଦଲଙ୍କ ପାଇଁ ଗିରଫ ୱାରେଣ୍ଟ ଜାରି ନୂଆଦିଲ୍ଲୀ; ପଞ୍ଜାବର ପୂର୍ବତନ ଅର୍ଥମନ୍ତ୍ରୀ ମନପ୍ରୀତ ସିଂ ବାଦଲଙ୍କ ବିରୋଧରେ ଗିରଫ ପରୱାନା ଜାରି କରାଯାଇଛି। ମୁଖ୍ୟ ବିଚାରପତି ବିଜେପି ନେତା ତଥା ପୂର୍ବତନ ରାଜ୍ୟ ମନ୍ତ୍ରୀ…