ଆଜିର ଖବର କରୋନାରୁ ସୁସ୍ଥ ହେଲେ ସିସୋଦିଆ ନୂଆଦିଲ୍ଲୀ: କରୋନାରେ ଆକ୍ରାନ୍ତ ହୋଇ ଗୁରୁତର ହୋଇପଡ଼ିଥିବା ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବେ ସୁସ୍ଥ ହୋଇଛନ୍ତି। ସେ କରୋନା ସହ ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇଥିଲେ।…